କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର: କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଏନେଇ ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି…

କ’ଣ ହେବ ସଙ୍କଟରେ ଥିବା କଂଗ୍ରେସର ଭବିଷ୍ୟତ ? ପରାଜୟ ପରେ ସଂଗଠନରେ ଥମୁନି ଝଡ, ‘ଅଧ୍ୟକ୍ଷ’ ପଦକୁ ନେଇ ଜାରି ରହିଛି ସସପେନ୍ସ ।

୨୦୧୯ କୁରୁକ୍ଷେତ୍ରରେ କଂଗ୍ରେସର ପରାଜୟ ପରେ ସଙ୍କଟରେ ପଡିଛି ଦଳ । ଲୋକସଭା ନିର୍ବାଚନର ଫଳାଫଳ ଦୋହଲାଇ ଦେଇଛି କଂଗ୍ରେସର ସ୍ଥିତି…

ବିଧାନସଭାରେ ମନ୍ତ୍ରୀ ମାନିଲେ- ପୁରୀକୁ ବିଜୁଳି ପୁନଃ ସଂଯୋଗ ଅସମ୍ପୂର୍ଣ୍ଣ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ…

ଟିକଟକ୍ ନେଇ କଣ କାର୍ଯ୍ୟାନୁଷ୍ଠାନ ନେଇଛ ! ବିଭାଗକୁ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ମାଲକାନଗିରି ଏସଏନସିୟୁରେ ନର୍ସଙ୍କ ଟିକଟିକ ଭିଡିଓ ଘଟଣା । ଘଟଣା ନେଇ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।…

ଜି-୨୦ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ:  ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଟ୍ରମ୍ପ…

ରାଜ୍ୟସଭାରେ ବହୁମତ ପାଇବାକୁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଲ୍ ପାସ୍ କରିବା ପାଇଁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର। ଏବେ ବିଜେପି ପାଖରେ ମୋଟ ୭୫ ଜଣ…

ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଲେ ସାକ୍ଷାତ , ଭେଟ–ଆତଙ୍କବାଦ, ଏସ-୪୦୦ ନେଇ ଭାରତ ରଖିବ ମତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଆମେରିକୀୟ ମନ୍ତ୍ରୀଙ୍କ ଭାରତ ଗସ୍ତ । ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିୟୋ…

ବିରୋଧୀ ଦଳ ନେତା ଘୋଷଣା ହୋଇନଥିବାରୁ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ

ଭୁବନେଶ୍ବର ୨୫|୬: ବିଧାନସଭାର ବଜେଟ୍ ଅଧିବେଶନ ।  ପ୍ରଥମ ଦିନରେ  ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହୋଇଥିଲା । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ…

ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା, ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ…

ଇତିହାସରେ ପ୍ରଥମ : ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ ୨୪/୬ : ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଜେପି…